ଦୁର୍ଘଟଣାରୁ ବିବାଦ: ବିଚ୍‌ ରାସ୍ତାରେ ଡାକ୍ତର ଓ ନର୍ସଙ୍କୁ ମାଡ଼

ଅନୁଗୋଳ: ରାସ୍ତା ମଝିରେ ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ସହ ନର୍ସଙ୍କୁ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଅନୁଗୋଳ ସହରରେ। ଏକ ଘରୋଇ କ୍ଲିନ୍‌କର ଜଣେ ଡାକ୍ତର ଓ ନର୍ସ ବୋଲେରୋରେ କ୍ଲିନିକ୍‌ ଯାଉଥିବା ବେଳେ ତାଙ୍କ ଗାଡ଼ି ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍କୁଟି ଚାଳକ ଉଭୟ ଡାକ୍ତର, ନର୍ସ ଓ ଗାଡି ଡ୍ରାଇଭରଙ୍କୁ ବୋଲେରୋରୁ ଟାଣି ଆଣି ରାସ୍ତା ଉପରେ … Continue reading ଦୁର୍ଘଟଣାରୁ ବିବାଦ: ବିଚ୍‌ ରାସ୍ତାରେ ଡାକ୍ତର ଓ ନର୍ସଙ୍କୁ ମାଡ଼